
ଏକ ଦିବସୀୟ ବନ୍ଦ ପାଳନ ପାଇଁ ମାଓବାଦୀ ଙ୍କ ତରଫରୁ ଅପିଲ କରିଛନ୍ତି। କେନ୍ଦ୍ର ସରକାର ଛତିଶଗଡ଼ ସରକାର ଓ ଓଡ଼ିଶା ସରକାର ମାଓ ଦମନ ସକାଶେ ଚଳାଉଥିବା ଅଭିଯାନ କୁ ବିରୋଧ କରି ଛତିଶଗଡ୍ ଓ ଓଡ଼ିଶା ର ଧମତରୀ, କାଙ୍କେର, ଗରୀୟାବନ୍ଧ, ନୂଆପଡ଼ା, ନବରଙ୍ଗପୁର ଅଂଚଳ ରେ ବନ୍ଦ ଡାକରା ଦେଇଛନ୍ତି। ମାଓବାଦୀ ମାନେ ରାଇଘର ଥାନା ଅନ୍ତର୍ଗତ ଭାରଶୁଣ୍ଡି ଓ ଖଲେପାରା ଦୁଇଟି ସ୍ଥାନରେ ମାଓ ବ୍ୟାନର ଲଗାଇଛନ୍ତି।
#odishatimes,#odisha time,#kalahandi news,#odisha news,Maoist poster in raighar appealing one day bandh,
0 Comments