Advertisement

The beauty of snowy winter morning in Koksara is source of enjoyment

The beauty of snowy winter morning in Koksara is source of enjoyment ଆଜି ସକାଳୁ ସକାଳୁ ଘନ କୁହୁଡ଼ି ର ଧଳା ଆସ୍ତରଣ ଯୋଗୁ ମୁହଁକୁ ମୁହଁ ଦିସୁନଥିବା ବେଳେ କୁହୁଡି ର କାକର ଭିଜା ସକାଳ ର ମଜା ନେବାକୁ ସକାଳୁ ଲୋକଙ୍କ ଉତ୍ସୁକତା ମଧ୍ୟ ଦେଖିବାକୁ ମିଳିଛି, ଘନ କୁହୁଡି ରେ ଗଛ ପତ୍ର ଓ ଫୁଲରେ ଶିଶିର ର କାକର ବିନ୍ଦୁ ଦେଖିବାକୁ ବେଶ ମନଲୋଭା ଲାଗୁଥିଲା, ଘନ କୁହୁଡି ଯୋଗୁ ଯାନବାହନ ଚଳାଚଳ ରେ ଅସୁବିଧା ଦେଖା ଦେଇଥିବା ବେଳେ କିଛି ମୁହୂର୍ତ୍ତ ପାଇଁ ସତେକି କାଶ୍ମୀର ର କୌଣସି ଏକ ସ୍ଥାନ ରେ ଥିବା ଭଳି ଅନୁଭୂତି ହୋଇଥିଲା

#odishatimes,#odisha time,#kalahandi news,#odisha news,The beauty of snowy winter morning in Koksara is source of enjoyment,

Post a Comment

0 Comments